କୋଲାବିରା ଡ଼ିଗ୍ରୀ କଲେଜ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି l


 କୋଲାବିରା ଡ଼ିଗ୍ରୀ କଲେଜର ବାର୍ଷିକ ସାଂସ୍କୃତିକ ପ୍ରତିଯୋଗିତା ଦୁଇ ଦିନ ଧରି କଲେଜ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା  ଅନୁଷ୍ଠିତ ହୋଇ  ଆଜି ଉଦଯାପିତ ହୋଇଯାଇଛି l ରାଜନୀତି ବିଜ୍ଞାନ ଅଧ୍ୟାପକ ରୋହିତ ଖରସେଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ l ରଙ୍ଗୋଲି , ପ୍ରବନ୍ଦ ,ଜଣାଅଜନା , ବକୃତା , କୁଇଜ , ଅଭିନୟ , ଫ୍ୟାନ୍ସି ଡ୍ରେସ୍ , ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ l ଓଡ଼ିଆ ବିଭାଗର ମୁଖ୍ୟ ସନ୍ଧ୍ୟାରାଣୀ ପୂଜାରୀ , ଇତିହାସ ବିଭାଗର ମୁଖ୍ୟ ସରୋଜ କୁମାର ପଟେଲ , ଶିକ୍ଷା ବିଭାର ମୁଖ୍ୟ Dr. ନରେଶ କୁମାର ସାହୁ , ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ l ସ୍ୱରୂପ କିଷାନ , ମହାମାୟା ପଟେଲ , ଅଲିଶା ମରେଈ , ସୁମନ ସିଦାର , ନିରୁପମା ମହାନନ୍ଦିଆ ,ରଶ୍ମିତା ବେହେରା , ଅଜୟ ବିଶ୍ୱାଳ , ରାଜେଶ୍ୱରୀ ଭଇଁସା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଶିବାନୀ କରାଳି , ରୀନା ପ୍ରଧାନ ,ଅଲିଶା ମରେଈ , ଅଯୋଧ୍ୟା ମାକର , ତନୁ ବାରିକ , ସ୍ୱାଗତ ସୋହଲା ,ନାମିଦ ନାଏକ ଦ୍ୱିତୀୟ ଏବଂ ପୁଷ୍ପାଞ୍ଜଳି ଚାରଡିଆ, ନଳିନୀ କିସାନ ,ଦୁର୍ଜନ ପ୍ରଧାନ, ସୋନୀ ସରାଫ , ବିକାଶ ମଲ୍ଲିକ , ରଂଜିତ ବାଗ , ସ୍ନେହଲତା ବାମଦିଆ ,ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅଧ୍ୟାପିକା ସରିତା ବେହେରା , ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ, ନମିତା ପଟେଲ , ପ୍ରମୁଖ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done