ଅଇଁଲାପଡା ଠାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।


 ଆଜି ଭାରତୀୟ ଜନତା ପାର୍ଟି ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁ ଙ୍କ ସଭାପତିତ୍ୱ ରେ ଲଖନପୁର ବ୍ଲକ ଅନ୍ତର୍ଗତ ଲଖନପୁର ପଞ୍ଚାୟତ ର ଅଇଁଲା ପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି | ବୈଠକ ରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ରାଜ୍ୟ ତରଫରୁ ବୈଠକ ନେବା ପାଇଁ ଆସିଥିଲେ ରାଜ୍ୟ  ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୂର୍ବତନ ବିଧାୟକ ଶ୍ରୀ ରବି ନାୟକ, ଶ୍ରୀ ନାୟକ ତାଙ୍କର ଅଭିଭାଷଣ ରେ ଜ଼ିଲ୍ଲା ର ଆଗାମୀ ଦିନର କାର୍ଯ୍ୟ ପନ୍ଥା ନିର୍ଧାରଣ କରିଥିଲା - ମନ କି ବାତ, ଜ଼ିଲ୍ଲା ରେ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ, ଡାଟା ମେନେଜମେଣ୍ଟ,ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ, ବୁଥ କମିଟି, ସୋସିଆଲ ମିଡ଼ିଆ ର ଉପକାରିତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଗରିବ ହିତାଧିକାରୀ ଙ୍କୁ ମିଳବା ସମ୍ବଧେ କାର୍ଯ୍ୟକାରିଣୀ ରେ ଚର୍ଚ୍ଚା ହୋଉଥିଲା |


କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ

1. ରାଧାରାଣୀ ପଣ୍ଡା, ପୂର୍ବତନ ବିଧାୟିକା ବ୍ରଜରାଜନଗର

2. ସୁନୀଲ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

3. ଚକାନନ୍ଦ ସା ଜ଼ିଲ୍ଲା ସାଧାରଣ ସମ୍ପାଦକ

4. ବିମଳେନ୍ଦୁ ଭୋଲ ଜ଼ିଲ୍ଲା ସାଧାରଣ ସମ୍ପାଦକ

5. ପ୍ରେମ ସେନ ରାଏ

ସମସ୍ତ ଜ଼ିଲ୍ଲା ପଦାଧିକାରୀ

 ସମସ୍ତ 12 ଗୋଟି ମଣ୍ଡଳ ର ସଭାପତି ଏବଂ ସାଧାରଣ ସମ୍ପାଦକ

ଜ଼ିଲ୍ଲା ସମସ୍ତ ମୋର୍ଚ୍ଚା ର ସଭାପତି

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ସମସ୍ତ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ /ପ୍ରାର୍ଥୀନୀ

ସମସ୍ତ ମୁନ୍ସିପାଲିଟି ର କାଉଉନ ସିଲର ଓ କାଉନସିଲର ପ୍ରାର୍ଥୀ /ପ୍ରାର୍ଥୀନୀ

ପୂର୍ବତନ ବିଧାୟିକା ପ୍ରମୁଖ ଯୋଗ ଦେଇଥିଲେ |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done