ଆଜି ଝାରସୁଗୁଡା ବ୍ଲକ ଦଲକୀ ଠାରେ ଜଙ୍ଘାଲିଙ୍ଗାଙ୍କ ପୂଜା ଅନୁଷ୍ଠିତ, ଯୋଗଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ

 

ଝାରସୁଗୁଡ଼ା ବ୍ଲକ ଦଲକୀ ଠାରେ ଜଂଘାଲିଙ୍ଗା ବଡ଼ ଦେଓଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହା ଗଣ୍ଡ ସମାଜ ର ଏକ ବଡ ପର୍ବ । ପ୍ରତ୍ୟେକ  ବର୍ଷ ଗଣ୍ଡ ସମାଜ ର ଲୋକ ମାନେ ଜଂଘାଲିଙ୍ଗା ବଡ଼ଦେଓ ଙ୍କ ପୂଜା ଏଠାରେ କରିଥାନ୍ତି । ତାଙ୍କ ପୂଜା ରେ ଲୋକେ ନିଜକୁ ନିୟୋଜିତ କରି ଧାର୍ମିକ ମାର୍ଗ ରେ ଅଗ୍ରସର ହୋଇଥାନ୍ତି । ପୂଜା ପରେ ବଡ଼ଦେଓ ସେଠାରୁ ଗାଁ ପରିକ୍ରମା କରିଥାନ୍ତି । ଏହି ପୂଜା ରେ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇଥିଲେ । ତେବେ ପ୍ରତ୍ୟେକ ବର୍ଷ ଜଂଘାଲିଙ୍ଗାଙ୍କ ପୂଜା ଝାରସୁଗୁଡ଼ା ଜିଲ୍ଲା ରେ ଆୟୋଜନ କରାଯାଇଥାଏ ଏବଂ ମନ୍ତ୍ରୀ ପ୍ରତ୍ୟେକ ବର୍ଷ ପୂଜାରେ ଭାଗ ନେଇଥାନ୍ତି । ଯେଉଁ ଠାରେ ଥିଲେ ମଧ୍ୟ ସେ ଜଂଘାଲିଙ୍ଗାଙ୍କ ପୂଜା ରେ ଆସି ପହଂଚି ଥାଆନ୍ତି ବୋଲି ମନ୍ତ୍ରୀ କହିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done