FELICITATION CEREMONY ORGANISED BY EJV FOUNDATION

 
ଆଜି EJV foundation ପକ୍ଷରୁ କୁନି ପ୍ରତିଭା ମନାଲି ବେରା ଙ୍କୁ ସମ୍ରଧନା ଦିଆଯାଇଛି, ମାନାଲି  ଵେରା ଭାରତ ଓ ବିଶ୍ୱ ସ୍ତରୀୟ ବହି ରେ ନିଜର କୃତିତ୍ବ ହାସଲ କରିଛନ୍ତି,ପୂର୍ଣ୍ଣ ଧନୁର ଆସନ (ଯୋଗ) ରେ ବିଶ୍ଵ ସ୍ତର ରେ ନିଜର କୃତିତ୍ବ ହାସଲ କରିଛନ୍ତି,ଏହିଶିକ୍ଷା ସେ ଝାରସୁଗୁଡ଼ା ଓଡ଼ିଶା ର ଗୁରୁ ଶ୍ରୀ ଘନଶ୍ୟାମ ମେହେର ଙ୍କ ଠାରୁ ଶିକ୍ଷା ଲାଭ କରି ହାସଲ କରିଛନ୍ତି,ଏହା ସମଗ୍ର ଝାରସୁଗୁଡ଼ା ପାଇଁ ଗର୍ବ ଓ ଗୌରବ ର ବିଷୟ,ଏହି ସଫଳତା କୁ ଦୃଷ୍ଟି ରେ ରଖି EJV ଏହି କର୍ଯ୍ୟ କ୍ରମ ର ଆୟୋଜନ କରିଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଙ୍କେଶ୍ଵର ଅମାତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ  ସମାଜ ସେବୀ,ବାଳ ଗୋବିନ୍ଦ ମିଶ୍ର, ପ୍ରଧ୍ୟାପିକା ସ୍ଵର୍ଣ୍ଣ ମାୟୀ ପୁରୋହିତ, ଶିକ୍ଷାବିତ୍ ଟ ହଲୁ ସାହୁ, st Marry ର ପ୍ରଧାନ ଶିକ୍ଷୟତ୍ରୀ ସିଷ୍ଟର୍,ଲି ଲାମା,ଓ ଜୋଗଗୁରୁ ଘନଶ୍ୟାମ ମେହେର,ମଞ୍ଚାସିନ ହୋଇଥିଲେ,ଏହି ଅବସର ରେ ସହରର ବହୁ ମନ୍ୟ ଗନ୍ୟ ବ୍ୟକ୍ତିତ୍ଵ ଯୋଗଦାନ କରିଥିଲେ,ଯଥା,ରମେଶ ଗାନ୍ଧୀ, ହିରାଲାଲ ଲୋକଚଣ୍ଡିନି, ଚୁନି ଲାଲ କକାନି,ବସନ୍ତ ନାଥ,ଅକ୍ଷୟ ପତି,ସୁବ୍ରତ ତ୍ରୀପାଠୀ, ସତପାଳ ସିଂ,ବଳବିନ୍ଦର୍ ସିଂ,ପ୍ରଶାନ୍ତ ନନ୍ଦ,ମେହେବୁବ୍ ମେହେଟା,ପ୍ରଶାନ୍ତ ନନ୍ଦ, ଡ ଲି ଲାଠ,ପାମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ,ଏହି କାର୍ଯ୍ୟ କ୍ରମରେ ସଂଯୁକ୍ତା ମେହେର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ମାନସୀ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ପୂନମ ପଟେଲ ବିବରଣୀ ପାଠ କରିଥିଲେ,ଅଞ୍ଜଳି ପ୍ରଭା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ,କାର୍ଯ୍ୟ କ୍ରମ ସମୂର୍ଣ୍ଣ ଦାଇତ୍ଵ ପବିତ୍ର ସ୍ୱାଇଁ,ଉଦୟ ଭାନୁ ସାମଲ,ରାଜେଶ ପାଢ଼ୀ,ଗଙ୍ଗାଧର ମେହେର, ହର୍ମିତ ସିଂ,ସମ୍ଭାଳି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ଏହିଆବସର ରେ ଉମା ଗୋଇଙ୍କା,କବିତା ନାୟକ,ମଞ୍ଜୁଳା  ବେହେରା ମଞ୍ଚ ପରିଚାଳନା ସାହାଯ୍ୟ କରିଥିଲେ,ଉପସ୍ଥିତ ସମସ୍ତ ବ୍ୟକ୍ତିତ୍ଵ ପ୍ରତିଭା ଅନ୍ୱେଷଣ ର ଏହି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିବା ସହିତ ମନାଳି କୁ ଆଶୀର୍ବାଦ ପ୍ରଦାନ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done