ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଟେଲ ମେଘଦୂତ ଠାରେ ଅନୁଷ୍ଠିତ ହୋଇ ଯାଇଛି,ଏହି ଅବସର ରେ ମୁଖ୍ୟ ଅତିଥି ରୂପେ JSW ର Vice president Sri DK Sinha ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ 2nd ବାଟାଲିୟନ ର comandant ଶ୍ରୀ AK Dubey, Tahalu Sahu, ସୀତାରାମ ବିର୍ତିୟା,ଯୋଗଦେଇଥିଲେ,ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ ସା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ଗତ 3ଓ4 ତାରିଖ ରେ ହୋଇଥିବା,ରଚନା,ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ 42ଜଣ କୃତିତ୍ବ ଅର୍ଜନ କରିଥିଲେ,ସେହି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ momento ଦିଆ ଯାଇ ପୁରସ୍କୃତ କରାଯାଇଥିଲା,ସଂଯୁକ୍ତା ମେହେର ସ୍ବାଗତ ସଙ୍ଗୀତ ପ୍ରସ୍ତୁତ କରିଥିବା ବେଳେ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ,ଆଞଳିପ୍ରଭା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ, ସ୍ବାଗତ ଭାଷଣ ମାନସୀ ପଣ୍ଡା ପାଠ କରିଥିଲେ ଓ Starwin panda ବିବରଣୀ ପାଠ କରିଥିଲେ,ପବିତ୍ର ସ୍ୱାଇଁ,ଗଙ୍ଗାଧର ମେହେର ବ୍ରଜ ରୟ,ପାଙ୍କଜିନି ପାଣିଗ୍ରାହୀ , ପୁନମ୍ ପଟେଲ୍,ମଞ୍ଜୁଳା ବେହେର ପ୍ରମୁଖ କାର୍ଯ୍ୟଭାର ସମ୍ଭାଳି ଥିବା ବେଳେ ଜ୍ୟୋତି ପଣ୍ଡା ସୁମଧୁର ସଙ୍ଗୀତ ମାଧ୍ୟମ ରେ ଉପସ୍ଥିତ 250 ଲୋକଙ୍କ ମନ ମୋହିଥିଲେ,ରାଜେଶ ପାଢ଼ୀ ଧନ୍ୟ ବାଦ ଅର୍ପଣ କରିଥିଲେ,ଉପସ୍ଥିତ ଅତିଥିମାନେ EJV ର ଏହି ମହତ୍ କାର୍ଯ୍ୟ ପାଇଁ ଖୁବ୍ ପ୍ରସଂଶା କରିଥିଲେ।
0 Comments