ଆଜାଦି ର ଏହି ୭୫ ବର୍ଷ ପୂର୍ତ୍ତି ଅବସର ରେ ସାଉଥ୍ ଇଷ୍ଟ ରେଲୱେ ମିକ୍ସଡ୍ ହାଇ ସ୍କୁଲ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ଅବସର ରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଏକ ସଚେତନତା ରେଲି ଅନୁଷ୍ଠିତ ହୋଇଯାଇଛି।

 କେନ୍ଦ୍ର ସରକାରଙ୍କ ଆହ୍ବାନ କମ୍ରେ ଦେଶ ରେ ଆଜାଦି କା ଅମୃତ ମହୋତ୍ସବ ଅବସର ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲା ରେ ମଧ୍ୟ ଅନେକ ଜାଗା ରେ ବିଭିନ୍ନ ସଙ୍ଗଠନ, ସ୍କୁଲ୍ , ସରକାରୀ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ମାନ କରାଯାଉଛି । ତେବେ ଆଜାଦି ର ୭୫ ବର୍ଷ ପୂର୍ତ୍ତି ଅବସର ରେ ଏବେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଜୋରସୋର୍ ରେ ଚାଲିଛି । ଆଜାଦି ର ଏହି ୭୫ ବର୍ଷ ପୂର୍ତ୍ତି ଅବସର ରେ ସାଉଥ୍ ଇଷ୍ଟ ରେଲୱେ ମିକ୍ସଡ୍ ହାଇ ସ୍କୁଲ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ଅବସର ରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଏକ ସଚେତନତା ରେଲି କରାଯାଇଥିଲା ।


ଏହି ରେଲି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚଳିତ ବର୍ଷ ସ୍ଵାଧୀନତା ଦିବସ ରେ ଜିଲ୍ଲା ର ପ୍ରତ୍ୟେକ ଘର ରେ ତ୍ରିରଙ୍ଗା ଉଡେଇବା । ଜିଲ୍ଲା ରେ ତ୍ରିରଙ୍ଗା କୁ ସମ୍ମାନ ପ୍ରଦାନ କରିବା । ତେବେ କେନ୍ଦ୍ର ସରକାର୍ ଙ୍କର ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ସ୍କୁଲ ଆଗକୁ ଆସି ଥିବା ବେଳେ ଝାରସୁଗୁଡ଼ା ସହର ରେ ଏହି ସାଉଥ୍ ଇଷ୍ଟ ରେଲୱେ ମିକ୍ସଡ୍ ହାଇ ସ୍କୁଲ ଆଗକୁ ଆସି ସ୍କୁଲ ରୁ ରେଲି ବାହାରି ସହର ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done