Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ।
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ।
Viral
August 12, 2022
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବିଟିଏମ ୱର୍ଡ ନମ୍ବର ୭ର ବିରେନ୍ଦର ସାହାଙ୍କ ପୁଅ ୨୫ ବର୍ଷୀୟ ରୋହିତ ସାହା । ସେ ଗତକାଲି ଗୋରୁ ଚରାଇବା ପାଇଁ ଯାଇଥିଲେ । କିନ୍ତୁ ଘରକୁ ଆଉ ଫେରିନଥିବାରୁ ଖଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳେ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ପରେ ଓଡ୍ରାଫ ଟିମ ଆସି ଶବ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
ରାସ୍ତାକଡ଼ରୁ ଉଦ୍ଧାର ହେଲା ମୃତ ଶିଶୁ ଶବ |
December 13, 2025
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ତତ୍ପରତା: ୩ ବର୍ଷ ପରେ ପରିବାରକୁ ଫେରିଲେ ମହାରାଷ୍ଟ୍ରର ବିଜୟାବାଇ ଯାଦବ*
December 09, 2025
ଛାତ୍ରଛାତ୍ରୀ ଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସମୟ ବିତାଇଲେ ବିଧାୟକ
December 12, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
26
ODISHA NEWS
886
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments