Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ।
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ।
Viral Jharsuguda
August 12, 2022
ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବିଟିଏମ ୱର୍ଡ ନମ୍ବର ୭ର ବିରେନ୍ଦର ସାହାଙ୍କ ପୁଅ ୨୫ ବର୍ଷୀୟ ରୋହିତ ସାହା । ସେ ଗତକାଲି ଗୋରୁ ଚରାଇବା ପାଇଁ ଯାଇଥିଲେ । କିନ୍ତୁ ଘରକୁ ଆଉ ଫେରିନଥିବାରୁ ଖଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳେ ବିଟିଏମ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ପରେ ଓଡ୍ରାଫ ଟିମ ଆସି ଶବ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସ୍ଥାନୀୟ ଜୁଭେନାଇଲ ଜଷ୍ଟିସ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି
August 08, 2026
ଜିଲ୍ଲା ଖଣିଜ ପାଣ୍ଠିର ୨୪ତମ କାର୍ଯ୍ୟନିର୍ବାହୀ କମିଟି ବୈଠକ*
August 05, 2026
ଜିଲ୍ଲାସ୍ତରୀୟ ମହାସମାଧାନ ଶିବିର ଅନୁଷ୍ଠିତ
August 04, 2026
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
28
ODISHA NEWS
1300
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments