ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ RPF ପକ୍ଷରୁ ସମ୍ମାନ ସମାରୋହ ଅନୁଷ୍ଠିତ । ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଝାରସୁଗୁଡ଼ା RPF ପକ୍ଷରୁ ଝାରସୁଗୁଡ଼ା ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଚମନ୍ ଲାଲ୍ ଶ୍ରିୱାସ, ମୋତିଲାଲ ତାନ୍ତୀ ଏବଂ ସହିଦ ଗଣେଶ ଉପାଧ୍ୟାୟ ଙ୍କୁ ସମ୍ମାନିତ କରାଯାଇଛି।ଏହି ଅବସର ରେ ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।
0 Comments