ଝାରସୁଗୁଡ଼ା ରେଳଷ୍ଟେସନ ର ବବିକାଶ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଲୋଚନା


ଝାରସୁଗୁଡ଼ା ରେଳ ଷ୍ଟେସନ ର ବିଭିନ୍ନ ବିକାଶ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବଲପୁର ରେଳ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା।ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବଲପୁର ରେଳ ବିଭାଗ ଅଧିକାରୀଙ୍କ ସହିତ ସାକ୍ଷାତ କରି ଝାରସୁଗୁଡା ରୋଡ, ପ୍ଲାଟଫର୍ମ ରେ ଲାଇଟ୍ ର ବ୍ୟବସ୍ଥା କରାଯିବା ଏବଂ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିବା ଜଣାପଡିଛି।
 

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done