ବେଲପାହାଡ଼ ସନସିଟି ହୋଟେଲ୍ ନିକଟସ୍ଥ SBI ATM ରୁ ଚୋରି କରିବା ଘଟଣାରେ ଜଣେ ଗିରଫ


 ବେଲପାହାଡ଼ ସନସିଟି ହୋଟେଲ୍ ନିକଟସ୍ଥ SBI ATM ରୁ ଚୋରି କରିବା ଘଟଣାରେ ଜଣେ ଗିରଫ

 ଝାରସୁଗୁଡ଼ା ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶାନୁସାରେ, ବେଲପାହାଡ଼ ଥାନାର IIC କୃଷ୍ଣ ଚନ୍ଦ୍ର ମେହେର ଏକ ବିଶେଷ ଟିମ୍ ଗଠନ କରିଥିଲେ। ଏହି ଟିମ୍‌ରେ SI ଚିତ୍ତରଞ୍ଜନ ମହାନନ୍ଦିଆ ସହ ଅନ୍ୟାନ୍ୟ ଥାନା କର୍ମଚାରୀମାନେ ଥିଲେ ଏବଂ ଟିମ୍‌ଟି ବ୍ରଜରାଜନଗର SDPOଙ୍କ ନିର୍ଦ୍ଦେଶନାୟ କାର୍ଯ୍ୟ କରୁଥିଲା।

ପୁଲିସ ଟିମ୍‌ର ତ୍ୱରିତ ଏବଂ ସଚେତନ କାର୍ଯ୍ୟବାହୀ ଫଳରେ ଜଣେ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି। ଘଟଣାରେ ବ୍ୟବହୃତ କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done