ଆଇନ ରେ ପରିଣତ ହେଲା ଅନଲାଇନ୍ ଗେମିଂ ବିଲ୍ ୨୦୨୫


 ଆଇନ ରେ ପରିଣତ ହେଲା ଅନଲାଇନ୍ ଗେମିଂ ବିଲ୍ ୨୦୨୫। ରାଷ୍ଟ୍ରପତି ଙ୍କ ମୋହର ପରେ ଆଇନ ରେ ପରିଣତ ହେଲା ଅନଲାଇନ୍ ଗେମିଂ ବିଲ୍ ୨୦୨୫। 

ଲୋକସଭା ପରେ ରାଜ୍ୟ ସଭା ରେ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ପାରିତ ହୋଇଥିବା। ତେବେ ଏହି ବିଲ ଏବେ ଆଇନ ରେ ପରିଣତ ହୋଇଛି। ରାଷ୍ଟ୍ରପତି ଙ୍କ ମୋହର ପରେ ଏବେ ଏହି ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଆଇନ ରୂପେ ପରିଣତ ହୋଇଛି। ଅନଲାଇନ ଜୁଆ ଖେଳିଲେ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭୋଗିବା କୁ ପଡ଼ିବା ନେଇ ଏହି ଆଇନ ରେ ଉଲ୍ଲେଖ କରାଯାଇଛି। ଏହି ଅନଲାଇନ ଗେମିଂ ଆଇନ ଏବେ ଯୁବ ପିଢ଼ି କୁ ଏହି ଅନଲାଇନ  ଜୁଆ ଖେଳ ରୁ ବଞ୍ଚାଇବ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done