ଝାରସୁଗୁଡା ଜ଼ିଲ୍ଲା ଇ ପି ଏଫ ପେନସନର୍ସ ସଂଘ ତରଫରୁ ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟ ରେ ଝାରସୁଗୁଡା ଜ଼ିଲ୍ଲା ପାଳଙ୍କ ଜ଼ରିଆରେ ଦାବିପତ୍ର ପ୍ରଦାନ

 

ଝାରସୁଗୁଡା ଇ ପିଏଫ୍ ପେନସନର୍ସ ସଂଘ ତରଫରୁ ପେନସନ ବୃଦ୍ଧି ପାଇଁ ଦାବିପତ୍ର ପ୍ରଦାନ 

ଝାରସୁଗୁଡା -ଅଲ ଓଡିଶା ଇ ପି ଏଫ ପେନସନର୍ସ ର ଆହ୍ୱାନ କ୍ରମେ ଝାରସୁଗୁଡା ଜ଼ିଲ୍ଲା ଇ ପି ଏଫ ପେନସନର୍ସ ସଂଘ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଉଦେଶ୍ୟ ରେ ଝାରସୁଗୁଡା ଜ଼ିଲ୍ଲା ପାଳ ଙ୍କ ଜ଼ରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ଦାବି ପତ୍ରରେ ମାସିକ ପେନସନ ନ ହଜ଼ାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ ସର୍ବୋଚ୍ଚ ନ୍ୟାୟା ଳୟ ଙ୍କ ନିର୍ଦେଶ ଆଧାରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ କତୃପକ୍ଷ ବର୍ଦ୍ଧିତ ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଛି l ଉପୋରକ୍ତ ଦାବିପତ୍ର ଝାରସୁଗୁଡା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଯୁକ୍ତ ବ୍ରଜବନ୍ଧୁ ଭୋଇ ଙ୍କୁ ପ୍ରଦାନ କରାଯାଇଛି l ଏହି ଦାବି ପତ୍ର ପ୍ରଦାନ ସମୟରେ ଝାରସୁଗୁଡା ଜ଼ିଲ୍ଲା ଶାଖା ର ସଭାପତି ଇଂ ଅଶୋକ କୁମାର ମହାପାତ୍ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମେହେର ସଭ୍ୟ ଇଂ ଅନିଲ କୁମାର ଯାଦବ ଶ୍ରୀଯୁକ୍ତ ଖଟୁରାମ ତନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done