ଆଜି ପବିତ୍ର ଗଣତନ୍ତ୍ର ଦିବସ ର ଶୁଭ ଅବସରରେ ବଞ୍ଜlରୀ ଚିଠୁଆପଡl ସ୍ଥିତ ହନୁମାନ କମିଟି ଆନୁକୁଲ୍ୟରେ ମନ୍ଦିର ପ୍ରାଙ୍ଗଣ ରେ ଏକ ୱାଟର କୁଲରର ଶୁଭ ଉଦ୍ଘାଟନ ହୋଇଯାଇଛି


 ଆଜି ପବିତ୍ର ଗଣତନ୍ତ୍ର ଦିବସ ର ଶୁଭ ଅବସରରେ ଝାରସୁଗୁଡ଼ା ବଞ୍ଜlରୀ ଚିଠୁଆପଡl ସ୍ଥିତ ହନୁମାନ କମିଟି ଆନୁକୁଲ୍ୟରେ ମନ୍ଦିର ପ୍ରାଙ୍ଗଣ ରେ ଏକ ୱାଟର କୁଲରର ଶୁଭ ଉଦ୍ଘାଟନ ବଞ୍ଜlରି ଗ୍ରାମ ର ବରିଷ୍ଠ ନାଗରିକ ଙ୍କ ଦ୍ଵାରା  ହେଇଯାଇଅଛି l ଏହା ଦ୍ବାରା ଏହି ରାସ୍ତା ରେ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀ ତଥା ପଥଚାରୀ ଏବଂ ଶିଳ୍ପାନୁଷ୍ଠାନ ର କର୍ମଚାରୀ ମାନେ ବିଶେଷ ଭାବରେ ଖରା ଦିନ ରେ ଥଣ୍ଡା ପାନୀୟ ଜଳ ପାଇ ପାରିବେ । 

     ଏହି ଅବସର ରେ ମନ୍ଦିର କମିଟି ସଦସ୍ୟ , ଏହି ଅଞ୍ଚଳ ର ଅନେକ ମାନ୍ୟ ଗୁଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକ ଏବଂ ମୁଁ ମଧ୍ୟ ଉପସ୍ଥିତ ଥିଲି। ଏହି ଅବସର ରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done