ଆସିଲା ନୂଆ ଭାଇରସ୍ !


 କୋଭିଡ ଭାଇରସ ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଲା HMPV ଭାଇରସ । ଚାଇନା ରୁ ଆସିଲା ପୁଣି ଏକ ନୂଆ ଭାଇରସ

୨୦୨୦ ରେ ସମଗ୍ର ବିଶ୍ଵ କୁ କୋଭିଡ ଭାଇରସ ଅପଙ୍ଗ କରିଦେଇଥିଲା। ଏହି ଭାଇରସ ରୁ ପିଛା ଛାଡ଼ି ନଥିଲା କି ଏବେ ନୂଆ HMPV ଭାଇରସ ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି।

HMPV ଭାଇରସ ମୁଖ୍ୟତଃ ବୃଦ୍ଧ ଏବଂ ୧୫ ରୁ ଛୋଟ ଛୁଆ ମାନଙ୍କ ଭିତରେ ଦେଖିବାକୁ ମିଳୁଛି।

ତେବେ ଭାରତର ବେଙ୍ଗାଲୁରୁ ସହରରୁ ୮ ମାସ ର ଶିଶୁ ଟିଏ ପ୍ରଥମ HMPV ଭାଇରସ ରୂପେ ଚିହ୍ନଟ ହୋଇଛି।

ଏହି ଭାଇରସ ର ଲକ୍ଷଣ ଦେଖିବାକୁ ଗଲେ ସାଧାରଣ ଥଣ୍ଡା ପରି। କିନ୍ତୁ ଏହି ଭାଇରସ ଫୁସଫୁସ କୁ ଆକ୍ରମଣ କରି ନିମୋନିଆ ଭଳି ଲକ୍ଷଣ ଦେଖାଇଥାଏ।

ତେବେ WHO ଏ ପର୍ଯ୍ୟନ୍ତ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।  ଡକ୍ଟର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଂସ୍ଥା ଏହି ଭାଇରସ କୁ ନେଇ ଭୟଭୀତ ଏବଂ ଆତଙ୍କିତ  ନ ହେବା ପାଇଁ ସାଧାରଣ ଜନତା ଙ୍କୁ ଅନୁରୋଧ କରିଛନ୍ତି।।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done