ଆଜି କଟାପାଲି ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା, ଶିକ୍ଷା ଅମଲା ସଂଘ, ଝାରସୁଗୁଡା ଜିଲ୍ଲା ଶାଖା ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଫିସ ଅଧୀନରେ କାର୍ଯ୍ୟରତ ଥିବା ଅନେକ ବରିଷ୍ଠ ସହାୟକ, କନିଷ୍ଠ ସହାୟକ ମାନେ ଯୋଗଦାନ କରିଥିଲେ | ଏଚେରମେନ ବିଜୟ ଭୋଇ, ପ୍ରେସିଡେଣ୍ଟ ସମୀର ପଟେଲ, ୱାର୍କିଂ ପ୍ରେସିଡେଣ୍ଟ ସଂଗ୍ରାମ ପଟେଲ, ଭାଇସ ପ୍ରେସିଡେଣ୍ଟ ପ୍ରଦୀପ ପଟେଲ, ରଞ୍ଜନ ପଟେଲ ଓ ଅରୁଣ ପାଢ଼ୀ, ଜେନେରାଲ ସେକ୍ରେଟାରୀ ଚନ୍ଦନ କୁମାର ରାୟ, ଅର୍ଗାନାଇଜେସନ ସେକ୍ରେଟାରୀ ଅମୀୟ ପଟେଲ ଓ ଓଁ ପ୍ରକାଶ ମେହେର, ଜଏଣ୍ଟ ସେକ୍ରେଟାରୀ ଜୟ ପ୍ରକାଶ ପ୍ରଧାନ, ଦୀପିକା କାଲୋ, ମିଡ଼ିଆ ସେକ୍ରେଟାରୀ ମଳୟ ମଞ୍ଜୁଳା, ଫାଇନାନସିଆଲ ସେକ୍ରେଟାରୀ ମୁକେଶ ସିଂ, ଜଏଣ୍ଟ ଫାଇନାନସିଆଲ ସେକ୍ରେଟାରୀ ରମାକାନ୍ତ ଶବର ଓ ଅଙ୍କିତ ବହିଦାର, ଲେଡି ୱିଙ୍ଗ ପ୍ରେସିଡେଣ୍ଟ ରୋଯାଲୀନ ଚନ୍ଦନ, ଲେଡି ୱିଙ୍ଗ ସେକ୍ରେଟାରୀ ସରିତା ପାଣିଗ୍ରାହୀ, ପ୍ରାଚୀ ପ୍ରଭା ସାହୁ, ଏଡ଼ଭାଇଜରି କମିଟି ସୁରେନ୍ଦ୍ର କାଲୋ, ସଦାନନ୍ଦ ପ୍ରଧାନ, ହେମନ୍ତ ତ୍ରିପାଠୀ ପ୍ରମୁଖ ଙ୍କୁ ହି ବୈଠକରେ ସମ୍ମିଳିତ ଭାବରେ ଚୟନ କରାଯାଇ ଥିଲା |
0 Comments