ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ବିଦ୍ୟାଳୟ ରେ ହୋଲି ପାଳନ


 ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ  ସ୍ୱତନ୍ତ୍ର ବିଦ୍ୟାଳୟ ରେ ହୋଲି ପାଳନ.  ସ୍ଥାନୀୟ ବୃନ୍ଦାମାଲ ସ୍ତିତ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ରେ ସ୍ୱତନ୍ତ୍ର ପିଲା ମାନଙ୍କ ସହିତ ରଙ୍ଗର ପର୍ବ ହୋଲି ଖୁବ୍ ଖୁସି ମଜା ରେ ପାଳନ କରାଗଲା, ମିଠା ସର୍ବଦା,ପିଇବା ସହିତ ନାଚ ଗୀତ ସହିତ ଅବିର ଲଗାଇ ପରସ୍ପର ସହିତ ଖୁସି ଆଦାନ,ପ୍ରଦାନ କରାଗଲା, ଏଥି ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ସ୍ୱତନ୍ତ୍ର ପିଲା ଓ ଇ ଜେ ଭି  ପରିବାର ମିଶିକି କରିଥିଲେ,ଏହି କାର୍ଯ୍ୟକ୍ରମରେ ସହର ର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇଥିଲେ, ଯଥା,ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ର ଅବସର ଅଧ୍ୟକ୍ଷ ,ନରେନ୍ଦ୍ର ପଣ୍ଡା, ଚୁନିଲାଲ କକାନି,ମନ୍ଦାକିନୀ ଶତପଥୀ,ମୀନା ସୋନି, ବଳବିନ୍ଦର ସିଂ,ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଆହୁରି ରଙ୍ଗୀନ କରିଦେଇଥିଲେ,ଏହି ଅବସରରେ ଇ ଜେ ଭି ଫାଉଣ୍ଡେସନ ର ଗଙ୍ଗାଧର ମେହେର, ବ୍ରଜ ରାୟ,ମାନସୀ ପଣ୍ଡା, ପବିତ୍ର ସ୍ୱାଇଁ, ପୂନମ୍ ପଟେଲ୍, ସୋଭନା ସୋହେଲା,ସଂଯୁକ୍ତା ମେହେର, ପ୍ରିୟା ରାୟ, ପଙ୍କଜିନି ପାଣିଗ୍ରାହୀ,ସୁଶାନ୍ତ ନାୟକ,ପ୍ରାଚୀ ପାଢ଼ୀ,ଲକ୍ଷ୍ମଣ ସ୍ୱାଇଁ,ବିମଳ ପାଣିଗ୍ରାହୀ,ଙ୍କ ସହିତ ବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ମୁଦୁଲି,ଓ ସମସ୍ତ କର୍ମଚାରୀ ଗୋଦାନ କରି ହୋଲି ପାଳନ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done