ଇଭିଏମ୍ ସଚେତନତା କାର୍ଯ୍ୟକ୍ରମ


 ଇଭିଏମ୍ ଦ୍ୱାରା ମତଦାତାମାନେ କିଭଳି ନିଜର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଇ ଆର ଓ ଏବଂ ସବକଲେକ୍ଟର କିଶୋର ଚନ୍ଦ୍ର ସ୍ୱାଇଁ ଇଭିଏମ୍      ଡେମନଷ୍ଟ୍ରେସନ ସେଣ୍ଟର ଉଦଘାଟନ କରିଛନ୍ତି। ମତଦାତାମାନେ ଇଭିଏମ୍ ଦ୍ୱାରା କିପରି ମତଦାନ କରିବେ ତାହା ସେଣ୍ଟରରେ ଉପସ୍ଥିତ କର୍ମଚାରୀଙ୍କ ଠାରୁ ବୁଝିବା ସହ ଉକ୍ତ ସ୍ଥାନରେ ଥିବା ଇଭିଏମରେ ମତଦାନ କରି ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବେ। ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁରୂପ ଭାବେ ଇଭିଏମ୍      ଡେମନଷ୍ଟ୍ରେସନ ସେଣ୍ଟର ଉଦ୍ଘାଟିତ ହୋଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done