ଆଜି ଜିଲ୍ଲା ସଂସ୍କୃତି ଭଵନଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ-୨୦୨୩ ପାଳିତ ହୋଇଅଛି


 ଆଜି ଜିଲ୍ଲା ସଂସ୍କୃତି ଭଵନଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ-୨୦୨୩ ପାଳିତ ହୋଇଅଛି।ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପା ମିଞ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ।ଶମ୍ଭୁନାଥ ସାହୁ ଙ୍କ ଦ୍ବାରା ବେଦପାଠ ପରେ  ମୁଖ୍ୟ ଅତିଥି ଙ୍କ ଦ୍ଵାରା  ସମ୍ସକୃତ ଵିଦ୍ଵାନ ଶ୍ରୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା।ସମ୍ସକୃତ ଭାଷା ର ମହାନତା ଓ ପ୍ରାଚୀନତା  ବିଷୟରେ ମୁଖ୍ୟ ଅତିଥି ଶିକ୍ଷକ ମାନଙ୍କୁ ସମ୍ଵୋଧିତ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଵକ୍ତା ରୂପରେ ଭଟଲି ମହାଵିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଯୋଗ ଦେଇ ସମ୍ସକୃତ ଭାଷାର ପ୍ରଚାର ପ୍ରସାର ତଥା ଉପାଦେୟତା ଵିଷୟ ରେ ଵିସ୍ତୃତ ଅଭିଭାଷଣ ରଖି ଥିଲେ । ଗଦାଧର ପ୍ରଧାନ ଙ୍କ ସମ୍ଜଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଜିଲ୍ଲା ସମ୍ସକୃତି ଅଧିକାରୀ ଅନିଲ କେରକେଟା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ  ।ମ୍ୟାଟ୍ରିକ ପରୀକ୍ଷା ରେ ସମ୍ସକୃତ ଭାଷାରେ ଶତ ପ୍ରତିଶତ ଅଙ୍କ ଲାଭ କରି ଥିବା ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବ ଶେଷରେ ସଭାପତି ଵିଜୟ କୁମାର ତ୍ରିପାଠୀ ସମ୍ସକୃତ ଭାଷାକୁ ଵଞ୍ଚାଇ ଵାକୁ ହେଲେ ସମ୍ସକୃତ ଶିକ୍ଷକ ମାନଙ୍କୁ ସ ଙ୍ଘଠିତ ହେବାକୁ ପଡ଼ିବ ବୋଲି କହିଥିଲେ ।ସମାରୋହରେ ଵାବୁ ନାଏକ ସ୍ୱ।ଗତ ଭାଷଣ ଦେଇ ଥିଲା ଵେଲେ ଭାରତୀ ଭୋଇ ସମ୍ପାଦକୀୟ ଵିଵରଣୀ ପାଠ କରି ଥିଲେ।ଏବଂ ସତ୍ୟ ପ୍ରକାଶ ମେହେର ଧନ୍ୟବାଦ ଦେଇ ଥିଲା ଵେଲେ ଭାଵଗ୍ରାହୀ ମିଶ୍ର ଶାନ୍ତି ପାଠ କରିଥିଲେ ।ସଭା କାର୍ଯ୍ୟ ରେ କ୍ରୀଷ୍ଣା ପ୍ରଧାନ, ସୁଶାନ୍ତ ମାଝି, ଓ ଅଳକା ପଟେଲ ସାହାଯ୍ୟ କରି ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done