ଝାରସୁଗୁଡ଼ା ଉପ ନିର୍ବାଚନ ପୂର୍ବରୁ ବଦଳି ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ । ଝାରସୁଗୁଡ଼ାର ଜଣେ ସମାଜସେବୀ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଯେ ଜଣେ ଜିଲ୍ଲାପାଳ ଗୋଟିଏ ଜିଲ୍ଲାରେ ତିନି ବର୍ଷରୁ ଦୀର୍ଘ ସମୟ ରହିପାରିବେ ନାହିଁ । ତେବେ ଏହାକୁ ଧ୍ୟାନରେ ରଖି ଜିଲ୍ଲାପାଳ ସରୋଜ କୁମାର ସାମଲ ଙ୍କୁ ବଦଳି କରାଯାଛି । ତେବେ ଝାରସୁଗୁଡ଼ା ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବରେ ସୋନପୁର ରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ୨୦୧୫ ବ୍ୟଚ ଆଇଏଏସ୍ ଆବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ। ବର୍ତ୍ତମାନ ଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ସରୋଜ ସାମଲଙ୍କ ସ୍ଥାନ ନେବେ ଆବୋଲି ସୁନୀଲ ନରଭଣେ।
0 Comments