ଲଖନପୁର ମଣ୍ଡଳ ସଭାପତି ଶ୍ରୀ ରାଜକୁମାର ସାହୁ ଙ୍କ ସଭାପତିତ୍ୱ ରେ ଜ଼ିଲ୍ଲା ସଭାପତି ଶ୍ରୀ ମଙ୍ଗଲ ସାହୁ ଙ୍କ ଉପସ୍ଥିତି ରେ ଲଖନପୁର B.D.O ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଗୋଟିଏ ଦାବି ପତ୍ର ଦିଆ ହେଲା |
(-ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକାରୁ ବାଦ ଦେବା ସମ୍ଭନ୍ଧ ରେ) |
ଉପସ୍ଥିତ ସଦସ୍ୟ
1. ପିତାମ୍ବର ମିଶ୍ର
2. କ୍ଷିତିଭୂଷଣ ପଧାନ
3. ସାମଲ ନାଏକ
4. ଆଲୋକ କୁମାର ସାହୁ
5. ବିଜୟ ସେଠ
6.ମହେଶ୍ୱର ନାଏକ
7.ସୁଦାମ ପଧାନ
ଓ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା।
0 Comments