ଆଜି ବସଷ୍ଟାଣ୍ଡ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କୋଶଳ ସେନା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ


ଆଜି ବସଷ୍ଟାଣ୍ଡ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କୋଶଳ ସେନା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ

ଆଜି ଝାରସୁଗୁଡ଼ା ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କୋଶଳ ସେନା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଶଳ ସେନା ପକ୍ଷରୁ ଅଲଗା କୋଶଳ ରାଜ୍ୟ ଓ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ବସଷ୍ଟାଣ୍ଡ ଛକଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ରାଲି ର ଆୟୋଜନ କରାଯାଇଥିଲା।

ଝାରସୁଗୁଡ଼ା ଜିଲ୍ଲାରେ ଖଣି ଓ ଶିଳ୍ପରେ ଭରି ରହିଛି, ହେଲେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନେ ବେକାର ସେହି ବେକାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ ଓ ପଶ୍ଚିମ ଓଡିଶାକୁ ଅଲଗା କୋଶଳ ରାଜ୍ୟ କରାଯିବା ଦାବିରେ କୋଶଳ ସେନା ପକ୍ଷରୁ ଏକ ବିରାଟ ରାଲି ବାହାରିଥିଲା। ଏହି ରାଲି ରେ କୋଶଳ ସେନାର କର୍ମୀମାନେ ଯୋଗଦେଇଥିଲ


Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done