Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ଝାରସୁଗୁଡା ମୁନିସିପାଲିଟି ଅନ୍ତର୍ଗତ ଏକାତାଲି ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ପକ୍ଷରୁ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା
ଝାରସୁଗୁଡା ମୁନିସିପାଲିଟି ଅନ୍ତର୍ଗତ ଏକାତାଲି ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ପକ୍ଷରୁ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା
Viral
August 10, 2022
ଆଜି ଝାରସୁଗୁଡା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୬ ଏକାତାଲି ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟ ରେ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା । ଏକାତାଲି କୀର୍ତ୍ତନ ମଣ୍ଡପରେ ଅନୁଷ୍ଠିତ ଶିବିରରେ ୨୧୫ ଜଣ ଟୀକା ନେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସୁପ୍ରଭା ବାରିକ ଉପସ୍ଥିତ ରହି ଟୀକାକରଣ କରାଇଥିଲେ । ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ର ସଭାପତି ଶ୍ରୀ ରଘୁମଣୀ ପଟେଲ , ଉପସଭାପତି ଶ୍ରୀ ପିଣ୍ଟୁ ପାଢ଼ୀ,ୱାର୍ଡ ନମ୍ବର ୬ ର କାଉନସିଲର ଜୟନ୍ତୀ ନାଏକ, ଚନ୍ଦ୍ରମଣି ସେଠ, ନରେନ ପଟେଲ,ସୁବାଷ ଚନ୍ଦ୍ର ପଟେଲ, କୈଳାସ ସିଂ ପ୍ରଭୁତି ସହଯୋଗ କରିଥିଲେ ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଝାରସୁଗୁଡ଼ା ଜିଲ୍ଲା ଶାଖାର ଚଳିତ ୨୦୨୫-୨୭ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ
September 07, 2025
Jharsuguda Secures First Position in Mukhyamantri Shiksha Puraskar 2025
September 05, 2025
GST ସ୍ଲାବ ରେ ବଡ ପରିବର୍ତ୍ତନ।
September 04, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
25
ODISHA NEWS
794
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments