ଲଖନପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜେଡି ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ


 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶ ରେ ବିଜୁ ଜନତା ଦଳ ତରଫରୁ ଲଖନପୁର ବ୍ଲକ ବନ୍ୟା ପ୍ରଭାବିତ ଚୀଖିଲି,ସେମିଳିଆ, ଶରଧା , କନକତୋରା ଗ୍ରାମ କୁ ପରିଦର୍ଶନ କରି ବନ୍ୟା ଆଶ୍ରୟସ୍ଥଳୀକୁ ଯାଇ ରିଲିଫ ସାମଗ୍ରୀ ଚୁଡା, ଗୁଡ଼, ପାଉଁରୁଟି, ବିସ୍କୁଟ,କଦଳୀ,ସାବୁନ ବଣ୍ଟନ କରିଥିଲେ। ଲଖନପୁର ବ୍ଲକ ଚେୟାରମ୍ୟାନ ହୁତେଶ୍ୱରୀ ଦେହେରିଆ, ଜିଲ୍ଲା ପରିଷଦ ସଭ୍ୟ ଅକ୍ଷୟ ସାହୁ,ବ୍ଲକ ସଭାପତି ରବିରତ୍ନ ପ୍ରଧାନ,ରୋହିତ ପ୍ରଧାନ, କୁସାସନ ପ୍ରଧାନ ,ଗୌତମ ପ୍ରଧାନ,ପିଣ୍ଟୁ ପାଢ଼ୀ ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done