ବ୍ରଜରାଜନଗର ଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଉଦ୍ଘାଟନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

 
ଜିଲ୍ଲା ରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସବୁ କରାଯାଉଛି ।ବ୍ରଜରାଜନଗର ମୁନିସିପାଲିଟି ର chairperson   ଯାଜ୍ଞସେନୀ ଓରାମଙ୍କ ନେତୃତ୍ଵ ରେ ବ୍ରଜରାଜନଗର ରେ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ ସବୁ କରାଯାଇଛି । ତେବେ ଏହି କାର୍ଯ୍ୟ ସବୁ ଶେଷ ହେବା ପରେ ଆଜି ଏହି କାର୍ଯ୍ୟ ର ଉଦଘାଟନ କାର୍ଯ୍ୟକ୍ରମ କରାଯାଇଥିଲା । ବ୍ରଜରାଜନଗର ରେ ସରକାରଙ୍କ ତରଫରୁ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଯାଇଛି ।ଏହି ଉଦ୍ଘାଟନି ସମାରୋହ ରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ତା ସହିତ ଏହି କାର୍ଯ୍ୟକ୍ରମ ରେ ଅନେକ ବରିଷ୍ଠ ନେତା ଓ ନାଗରିକ ଉପସ୍ଥିତ ଥିଲେ ।  ଅଞ୍ଚଳ ରେ ବିକାଶମୂଳକ କାର୍ଯ୍ୟ କୁ ଦେଖି ଲୋକମାନେ ବେଶ୍ ଆନନ୍ଦିତ ଥିବା ନଜର କୁ ଆସିଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done