Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ଝାରସୁଗୁଡ଼ା ଗୁଜାପଡ଼ା ରେ 2 ବର୍ଷ ଶିଶୁ ର ମୃତ ଦେହ ଉଦ୍ଧାର
ଝାରସୁଗୁଡ଼ା ଗୁଜାପଡ଼ା ରେ 2 ବର୍ଷ ଶିଶୁ ର ମୃତ ଦେହ ଉଦ୍ଧାର
Viral
August 03, 2022
ଝାରସୁଗୁଡ଼ା ଜିଲ୍ଲା ରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଏକ ଛୋଟ ସନ୍ତାନ କୁ ହରାଇବା ପରେ ମାତା ପିତା ଙ୍କ ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । ଜିଲ୍ଲା ପ୍ରଶାସନ ଙ୍କ ଉପରେ ତାଙ୍କର ଭରସା ଥିଲା କିନ୍ତୁ ତାହା ମଧ୍ୟ ପାଣି ଫଟକା ପରି ଫାଟିଗଲା ।ଦୁଇ ବର୍ଷ ବୟସ ର ଏକ ଛୋଟ ଶିଶୁ ଗତ ୩୧ ତାରିଖ ସନ୍ଧ୍ୟା ୫ ଟା ସମୟରେ ନିଖୋଜ ହୋଇଥିଲା । ତେବେ ପରିବାର ଲୋକେ ବହୁତ୍ ଖୋଜାଖୋଜି କଳା ପରେ ଛୁଆର କୌଣସି ଖବର ନ ମିଳିବାରୁ ଶେଷ ରେ ପରିବାର ଲୋକେ ପୋଲିସ୍ କୁ ଖବର ଦେଇଥିଲେ । ତେବେ ସୁନ୍ଦରଗଡ ଅଞ୍ଚଳ ର ଜଣେ ଦମ୍ପତି ଝାରସୁଗୁଡ଼ା ଗୁଜାପଡା ରେ ପାଖାପାଖି ୭ ବର୍ଷ ରୁ ରହିଆସୁଛନ୍ତି ।ଏହି ଦମ୍ପତି ଙ୍କ ୨ ବର୍ଷ ବୟସ ର ଜଣେ ଶିଶୁର ସେମାନେ ରହୁଥିବା ଘର ଠାରୁ ପ୍ରାୟ ୧ କି.ମି ଦୂର ରେ ଏହି ଶିଶୁ ର ମୃତ ଦେହ ମିଳିଛି । ତେବେ ଏତେ ଦୂର କୁ ୨ ବର୍ଷ ବୟସ ର ଜଣେ ଶିଶୁ କଣ ପାଇଁ ଏବଂ କିପରି ଯାଇଥିଲା ? ଏହାକୁ ନେଇ ମନ ରେ ଅନେକ ପ୍ରଶ୍ନ ଉଠିଛି । ପୋଲିସ୍ କୁ ଖବର ଦେବା ପରେ ପୋଲିସ ଉକ୍ତ ସ୍ଥାନକୁ ପହଂଚି ଥିଲା କିନ୍ତୁ ତଦନ୍ତ ରେ ଅବହେଳା ଦେଖାଦେଇଛି । ଏତେ ଛୋଟ ଛୁଆ ଏପରି ଏକ ଜାଗା କୁ ଯିବା ଅସମ୍ଭବ ଲାଗୁଛି ତଥାପି ଶିଶୁ ର ମୃତ ଦେହ ଏହି ବୁଦାଳିଆ ଗଛ ପତ୍ର ଥିବା ସ୍ଥାନ ରୁ ଠାବ କରାଯାଇଛି । ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରୁଛନ୍ତି ।
ତେବେ ଶିଶୁ ର ପରିବାର ଲୋକ କହିଛନ୍ତି ଯେ ପ୍ରଶାସନ ରେ ଅଭିଯୋଗ ହେଲା ପରେ ମଧ୍ୟ ପ୍ରଶାସନ ଏ ଦିଗ ରେ ସଠିକ୍ ଭାବରେ ତଦନ୍ତ କରି ନଥିଲେ । ପ୍ରଶାସନ ଯଦି ନିଜର କର୍ତ୍ତବ୍ୟ ସଠିକ୍ ସମୟ ରେ ଓ ସଠିକ୍ ଭାବରେ କରିଥାନ୍ତି ତେବେ ଶିଶୁ କୁ ଜୀବନ୍ତ ଉଦ୍ଧାର କରାଯାଇ ପାରିଥାନ୍ତା ।କିନ୍ତୁ ଏହି ଘଟଣା ପଛରେ ପ୍ରକୃତ କଣ କାରଣ ରହିଛି, ସ୍ଥାନୀୟ ଲୋକ କରୁଥିବା ସନ୍ଦେହ ସତ ଏହା ଏକ ହତ୍ୟା ନା କେବଳ ଏକ ଅଘଟଣ...
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
Jharsuguda Secures First Position in Mukhyamantri Shiksha Puraskar 2025
September 05, 2025
GST ସ୍ଲାବ ରେ ବଡ ପରିବର୍ତ୍ତନ।
September 04, 2025
ଓଡିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଝାରସୁଗୁଡା ତରଫରୁ ଏକ ପାଞ୍ଚ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ
September 05, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
25
ODISHA NEWS
793
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments