ଚଳନ୍ତା ଟ୍ରେନ୍ ଖସି ପଡ଼ିଲା ବେଳେ ମହିଳାଙ୍କୁ ବଞ୍ଚିଲେ RPF

 

ଚଳନ୍ତା ଟ୍ରେନ୍ ରେ ଚଢିବା ବେଳେ  ଖସି ପଡ଼ିଲେ ମହିଳା। ଫଳରେ ଅଳ୍ପକେ ବର୍ତୀ ଯାଇଛି ମହିଳା ଙ୍କ ଜୀବନ। ଝାରସୁଗୁଡ଼ା ୨ ନମ୍ୱର ପ୍ଲାଟଫର୍ମ ରେ ଟ୍ରେନ ରେ ଚଢିବା ବେଳେ ଟ୍ରେନ ରୁ ତଳକୁ ଖସି ପଡ଼ିଥିଲେ। ତେବେ ସୌଭାଗ୍ୟ ବଶତଃ ସେହି ସମୟରେ ଉପସ୍ଥିତ ଥିବା RPF । RPF  ରାଜେଶ କୁମାର ମହିଳାଙ୍କୁ ଉଦ୍ଧାର କରିଥିଲେ ।ମହିଳାଙ୍କୁ RPF ଉଦ୍ଧାର କରିଥିବା ଘଟଣା  ର CCTV  ହସ୍ତଗତ ହୋଇଛି। ତେବେ ସବୁ ସମୟ ରେ ଏପରି ଚଳନ୍ତା ଟ୍ରେନ କୁ ଯାତ୍ରୀମାନେ ଚଢିବା କିମ୍ବା ଓହ୍ଲାଇବା ପାଇଁ ପ୍ରଶାସନ ଓ ରେଳବାଇ ପକ୍ଷରୁ ବାରଣ କରାଯାଇଛି।ଯାତ୍ରୀ ମାନେ ସତର୍କ ରହିଲେ ଏପରି ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done