ବିକାଶର ଅମୃତ କାଳ ଓ ନିର୍ମଳାଙ୍କ ସାତଅଶ୍ୱ

 


ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷରେ ‘ଅମୃତ ମହୋତ୍ସବ’ ପାଳନ କରୁଛି। ଏହିଠାରୁ ଆରମ୍ଭ ହେଉଛି ସ୍ୱାଧୀନତାର ଶତବାର୍ଷିକୀ ସମାରୋହର ୨୫ ବର୍ଷିଆ ମହତ୍ତ୍ୱପୂର୍ଣ୍ଣ ଯାତ୍ରା । ଏହି କାଳଖଣ୍ଡର ‘ଅମୃତ କାଳ’ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୨-୨୩ ସାଧାରଣ ବଜେଟରେ ଭାରତକୁ ବିକାଶର ଏକ ନୂତନ ଦିଗନ୍ତକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଚାରି ଚକ(‘ପିଏମ୍‍ ଗତି ଶକ୍ତି’, ‘ସମାବେଶୀ ବିକାଶ’, ‘ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ଆଧାରିତ କାର୍ଯ୍ୟକ୍ରମ’ ଏବଂ ‘ନିବେଶକୁ ଆର୍ଥିକ ସହାୟତା’) ବିଶିଷ୍ଟ ନିର୍ମଳାଙ୍କ ଏହି ‘ବଜେଟ୍‍ ରଥ‘ର ଗତି ସାତ ଅଶ୍ୱ (‘ସଡ଼କ’, ‘ରେଳପଥ‘, ‘ଆକାଶ ପଥ‘, ‘ବନ୍ଦର’, ‘ଗଣ ପରିବହନ’, ‘ଜଳପଥ‘, ‘ଲଜିଷ୍ଟିକ୍‍ ଭିତ୍ତିଭୂମି’)ଉପରେ ନିର୍ଭରଶୀଳ । ତେବେ ଏହି ଅଶ୍ୱମାନଙ୍କର ଗତି ଓ ଶକ୍ତି କେତେ ଗଣସମ୍ବେଦୀ ତାହା ଏହି ବଜେଟର ସୂକ୍ଷ୍ମ ଅନୁଶୀଳନରୁ କିଛିଟା ଜଣାପଡ଼ିବ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done