ଝାରସୁଗୁଡ଼ା ସହରର ସରଵାହଲ ସୁନାରି ମୁଣ୍ଡା ରେଳ ଫାଟକ ଗତ ଦୁଇ ଦିନ ହେବ ବନ୍ଦ ରହିଛି।ରେଳ ଫାଟକ ଦୁଇ ପାର୍ଶ୍ଵରେ ଛୋଟ ବଡ଼ ଗାତ ହେବା ଫଳରେ ଗାଡ଼ି ମଟର ସମେତ ଲୋକେ ଯିବାଆସିବା ସମୟରେ ଛୋଟ ବଡ଼ ଦୁର୍ଘଟଣା ର ଶିକାର ହେଉଥିଲେ। ଏହାକୁ ଦେଖି ରେଳବାଇ ଗେଟ୍ ଦୁଇ ପାର୍ଶ୍ଵରେ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଥିବାବେଳେ ଗେଟ୍ ବନ୍ଦ ରହିଛି । ଗାଡ଼ି ମଟର ସମେତ ଲୋକେ ସରଵାହାଲ ରେଳ ଫାଟକ ଦେଇ ଯିବାଆସିବା କରୁଛନ୍ତି ।ଆଉ ଦୁଇ ଦିନ କାମ ଚାଲିବ ବୋଲି ସୂଚନା ମିଳୁଛି ।
0 Comments